Door43-Catalog_or_tn/COL/02/01.md

3.5 KiB

କାରଣ ମୁଁ ଚାହେଁ ତୁମ୍ଭେମାନେ ଜାଣ

" ମୁଁ, ପାଉଲ ତୁମ୍ଭେମାନେ କଲସୀୟର ବିଶ୍ଵାସୀମାନେ ଜାଣବା ପାଇଁ ଚାହେଁ "

ମୁଁ ତୁମ୍ଭମାନଙ୍କ ନିମନ୍ତେ କେଡେବଡ କଷ୍ଟ ଉଠାଇଅଛି

ପାଉଲ ସେମାନଙ୍କ ପବିତ୍ରତା ଓ ସୁସମାଚାରକୁ ବୁଝିବା ନିମନ୍ତେ ଅନେକ କଷ୍ଟ ଓ ପରିଶ୍ରମ କରୁଥିଲେ |

ଯେଉଁମାନେ ଲାଓଦିକିଆରେ ଅଛନ୍ତି

ଏହା ଏକ ସହର ଯାହା କଲସୀୟର ଅତି ନିକଟବର୍ତ୍ତୀ ଯେଉଁଥିରେ ଏକ ମଣ୍ଡଳୀ ମଧ୍ୟ ଅଛି ଓ ପାଉଲ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଥିଲେ |

ଯେଉଁମାନେ ମୋତେ ଶରୀରରେ ଦେଖି ନାହାନ୍ତି

ଅନେକ ମୋତେ ବ୍ୟକ୍ତିଗତ ଭାବରେ ଦେଖିନାହାନ୍ତି ବା ଅନେକଙ୍କ ମୁଖା ମୁଖୀ ଦେଖିନାହଁ |

ତାହା ସେମାନଙ୍କର ହୃଦୟ

" ସମସ୍ତ ବିଶ୍ୱାସୀମାନଙ୍କର ହୃଦୟକୁ ପାଉଲ ବ୍ୟକ୍ତିଗତଭାବେ ଦେଖି ନାହାନ୍ତି"

ଏକତ୍ର ଅଣାଗଲେ

ଏକ ଘନିଷ୍ଠ ସମ୍ପର୍କରେ ଏକତ୍ର ଅଣାଗଲେ | ଏହାକୁ ଏପ୍ରକାର ମଧ୍ୟ ଅନୁବାଦ କରାଯାଏ " ଏକତ୍ର ସଂଯୁକ୍ତ କଲେ " ବା "ଅତି ନିକଟକୁ ଏକାଠି ଅଣାଗଲେ" |

ନିଶ୍ଚିତତାର ସହିତ ବୁଝିବା ନିମନ୍ତେ ଆସିଲେ

ଏହି ସମସ୍ତ ଜାଣିବା ନିମନ୍ତେ ନିଶ୍ଚିତ କରାଇବା |

ଈଶ୍ୱରଙ୍କ ନିଗୂଢତତ୍ତ୍ଵ

ଏହି ଜ୍ଞାନ କେବଳ ଈଶ୍ୱରଙ୍କ ଦ୍ଵାରାହିଁ ପ୍ରକାଶ କରାଯାଏ |

ତାହା ଖ୍ରୀଷ୍ଟ ଅଟନ୍ତି

ଯୀଶୁଖ୍ରୀଷ୍ଟ ହେଉଛନ୍ତି ନିଗୂଢତତ୍ତ୍ଵ ଯାହା ଈଶ୍ୱର ପ୍ରକାଶ କରନ୍ତି |

ଜ୍ଞାନ ଓ ବୁଦ୍ଧିର ଗୁପ୍ତ ଧନ

ମହା ଧନ କିମ୍ବା ଜ୍ଞାନ ଓ ବୁଦ୍ଧିର ଧନ |

ଜ୍ଞାନ ଓ ବୁଦ୍ଧି

ବୁଦ୍ଧି ହେଉଛି କିଛି ସୂଚନା ବିଷୟରେ ଜାଣିବା ଓ ବସ୍ତବତାକୁ ଜାଣିବା, ବୁଝିବା ହେଉଛି କିପରି ସୂଚନାକୁ ବ୍ୟବହାର କରିବା ଏବଂ ଜ୍ଞାନ ହେଉଛି ସୂଚନାକୁ କେତେବେଳେ ବ୍ୟବହାର କରିବ ଓ କାର୍ଯ୍ୟକାରୀ କରିବା |

ତାହାଙ୍କ ଠାରେ

"ତାହାଙ୍କଠାରେ" ଶଦ୍ଧର ଅର୍ଥ ଖ୍ରୀଷ୍ଟଙ୍କୁ ସୁଚାଏ |