Door43-Catalog_or_tn/COL/01/28.md

1.5 KiB

ଏହି ସେ ଯାହାଙ୍କୁ ଆମ୍ଭେମାନେ ପ୍ରଚାର କରୁ |

“ଏହି ଖ୍ରୀଷ୍ଟ ଅଟନ୍ତି ଯାହାଙ୍କୁ ଆମ୍ଭେମାନେ, ପାଉଲ ଓ ତୀମଥି ଘୋଷଣା କରୁ”

ଆମ୍ଭେମାନେ ପ୍ରତ୍ୟେକ ଲୋକଙ୍କୁ କଟୁବାକ୍ୟ କହୁ

“ପ୍ରତ୍ୟେକ ଲୋକଙ୍କୁ ଚେତନାସହ ଆମେ ଭର୍ତ୍ସନା କରୁ

ଯେପରି ଆମ୍ଭେମାନେ ପ୍ରତ୍ୟେକ ଲୋକଙ୍କୁ ଉପସ୍ଥାପନ କରିପାରୁ

"ଯେପରି ଈଶ୍ୱରଙ୍କ ସହଭାଗିତାରେ ପ୍ରତ୍ୟେକ ଲୋକଙ୍କୁ ସିଦ୍ଧ କରି ଉପସ୍ଥାପିତ କରି ପାରୁ (ଦେଖ:ସ୍ପଷ୍ଟବାଦ ଏବଂ ଅବ୍ୟକ୍ତ ବାଦ)

ସମ୍ପୂର୍ଣ୍ଣ

“ଆତ୍ମିକରେ ସିଦ୍ଧ କରିପାରୁ”

ଏହା ମୁଁ ପରିଶ୍ରମ କରେ

“ଏହା ମୁଁ ,ପାଉଲ, ପରିଶ୍ରମ କରେ”

ଯେଉଁ କାର୍ଯ୍ୟସାଧକ ଶକ୍ତି ମୋ'ଠାରେ କାର୍ଯ୍ୟ କରୁଅଛି

“ଖ୍ରୀଷ୍ଟଙ୍କର ଯେଉଁ ଉଦ୍ଦେଶ୍ୟ ମୋ'ଠାରେ କାର୍ଯ୍ୟ କରୁଅଛି”