Door43-Catalog_or_tn/COL/01/24.md

3.2 KiB

ମୁଁ ଆନନ୍ଦ କରୁଅଚ୍ଛି

“ସେଥିରେ ମୁଁ,ପାଉଲ, ଆନନ୍ଦ କରେ"

ତୁମ୍ଭମାନଙ୍କ ନିମନ୍ତେ

“ତୁମ୍ଭମାନଙ୍କ ଅର୍ଥାତ୍ କଲସୀୟର ବିଶ୍ୱାସୀମାନଙ୍କ ନିମନ୍ତେ”

ତୁମ୍ଭମାନଙ୍କ ନିମନ୍ତେ ମୋହର ସବୁ ଦୁଃଖଭୋଗରେ

“ ମୁଁ ତୁମ୍ଭମାନଙ୍କ ନିମନ୍ତେ ଯେଉଁସବୁ ଦୁଃଖଭୋଗ କରୁଅଛି ଯେ ତୁମ୍ଭମାନଙ୍କର ଲାଭ ନିମନ୍ତେ” (ଇଉଡିବି)

ଆଉ ଖ୍ରୀଷ୍ଟଙ୍କର ଯେଉଁ କ୍ଳେଶଭୋଗ ବାକି ରହୁଅଛି, ତାହା ମୋହର ଶରୀରରେ ପୂରଣ କର

ମୋର ଶରୀରରେ ପୂରଣ କର ଯାହା ତାଙ୍କ ଶରୀର ପାଇଁ ଖ୍ରୀଷ୍ଟଙ୍କ ସହନଶୀଳତା ଓ କ୍ଳେଶଭୋଗଗୁଡିକ ସହିଆସିଛନ୍ତି ସେହି ବିଷୟରେ ପାଉଲ କହୁଅଛନ୍ତି | ପାଉଲ ଯେତେବେଳେ ପ୍ରଥମେ ଜଣେ ବିଶ୍ୱାସୀ ହେଲେ ଖ୍ରୀଷ୍ଟ ଏହି କଷ୍ଟ ବିଷୟରେ ପ୍ରକାଶ କଲେ |

ମୁଁ ସେହି ମଣ୍ଡଳୀର ସେବା କରେ

“ମୁଁ, ପାଉଲ, ସେହି ମଣ୍ଡଳୀର ଅଭାବଗୁଡିକ ମେଣ୍ଟିବା ପାଇଁ ଖୋଜେ |”

ସେହି ଗୁପ୍ତ ସତ୍ୟତା

“ ନିଗୂଢ଼ ତତ୍ତ୍ୱ ”

ପୂର୍ବପୁରୁଷମାନଙ୍କଠାରୁ ଗୁପ୍ତ ହୋଇ ରହିଥିଲା

ଏହା ସୃଷ୍ଟିର ସମୟ ଠାରୁ ପିତରଙ୍କ ସମୟ ପର୍ଯ୍ୟନ୍ତ ବୁଝାଏ , ପିତର ବିଜାତୀୟମାନଙ୍କ ଠାରେ ସୁସମାଚାର ପ୍ରଚାର କଲେ |

ତାହାଙ୍କ ସାଧୁମାନଙ୍କ ନିକଟରେ ପ୍ରକାଶିତ ହୋଇଅଛି

“ତାହାଙ୍କ ସାଧୁମାନଙ୍କ ନିକଟରେ ପ୍ରକାଶିତ ହେଲା | ଏଥିରେ ଯିହୂଦୀ ଏବଂ ବିଜାତୀୟ ଉଭୟ ଅନ୍ତର୍ଭୁକ୍ତ ଅଟନ୍ତି |

ବିଜାତିମାନଙ୍କ ମଧ୍ୟରେ ସେହି ନିଗୂଢ଼ ତତ୍ତ୍ୱର ଗୌରବରୂପ ଧନ ଯେ କଅଣ, ତାହା ଈଶ୍ୱର ଆପଣା ସାଧୁମାନଙ୍କ ନିକଟରେ ପ୍ରକାଶ କରିବାକୁ ଇଚ୍ଛା କଲେ

ବିଜାତିମାନଙ୍କ ମଧ୍ୟରେ ସେହି ନିଗୂଢ଼ ତତ୍ତ୍ୱର ଗୌରବରୂପ ଧନ ଯେ କଅଣ, ତାହା ଈଶ୍ୱର ଆପଣା ସାଧୁମାନଙ୍କ ନିକଟରେ ପ୍ରକାଶ କରିବାକୁ ଇଚ୍ଛା କଲେ |

ଗୌରବର ଭରସା

“ଈଶ୍ୱରଙ୍କ ଗୌରବର ଭରସାକୁ ଆଶା କରିବା ଉଚିତ୍ ” (ଇଉଡିବି)