Door43-Catalog_or_tn/COL/01/15.md

2.1 KiB

ସେ ଅଦୃଶ୍ୟ ଈଶ୍ୱରଙ୍କ ପ୍ରତିମୂର୍ତ୍ତି

ଯୀଶୁ ଯେ ପୁତ୍ରଙ୍କ ସ୍ୱରୂପ ଜାଣିବା ଦ୍ଵାରା, ଆମ୍ଭେମାନେ ପିତା ଈଶ୍ଵରଙ୍କୁ ଜାଣିପାରିବା ଯେ ସେ କିପରି ଅଟନ୍ତି |

ସେ ସୃଷ୍ଟିର ପ୍ରଥମଜାତ

“ପୁତ୍ର ହେଉଛନ୍ତି ପ୍ରଥମଜାତ ଅଟନ୍ତି” | ପୁତ୍ରଙ୍କ ପୂର୍ବରୁ କିଛି ନ ଥିଲା |

ତାହାଙ୍କ ହେତୁରୁ

“ପୁତ୍ରଙ୍କ ସକାଶୁ”

ସମସ୍ତ ବିଷୟ ତାହାଙ୍କ ଦ୍ୱାରା ସୃଷ୍ଟି ହେଲା

“ସମସ୍ତ ବିଷୟ ପୁତ୍ରଙ୍କ ଦ୍ୱାରା ସୃଷ୍ଟି ହେଲା”

କାରଣ ଦୃଶ୍ୟ ଓ ଅଦୃଶ୍ୟ, ସ୍ୱର୍ଗରେ ଓ ପୃଥିବୀରେ ସମସ୍ତ ବିଷୟ ତାହାଙ୍କ ଦ୍ୱାରା ସୃଷ୍ଟି ହେଲା, ସିଂହାସନ କି ପ୍ରଭୁତ୍ୱ କି ଆଧିପତ୍ୟ କି କର୍ତ୍ତାପଣ, ସମସ୍ତ ତାହାଙ୍କ ଦ୍ୱାରା ଓ ତାହାଙ୍କ ନିମନ୍ତେ ସୃଷ୍ଟ ହୋଇଅଛି |

ପୁତ୍ର ସମସ୍ତ ତାହାଙ୍କ ଦ୍ୱାରା ହିଁ ଓ ତାହାଙ୍କ ନିମନ୍ତେ, ସିଂହାସନ କି ପ୍ରଭୁତ୍ୱ କି ଆଧିପତ୍ୟ କି କର୍ତ୍ତାପଣ ସୃଷ୍ଟ ହୋଇଅଛି |

ଆଧିପତ୍ୟ କି କର୍ତ୍ତାପଣ

ଦେଶରାଜମାନଙ୍କ ଦ୍ଵାରା ଶାସନହେଲା |

ସମସ୍ତ ବିଷୟ ପୂର୍ବରୁ ସେ ଅଛନ୍ତି

“ସେ ସମସ୍ତ ବିଷୟ ପୂର୍ବରୁ ଅଛନ୍ତି |”

ତାହାଙ୍କ ଠାରେ ସମସ୍ତ ବିଷୟ ଧାରଣ କରନ୍ତି

“ ସେ ସମସ୍ତ ବିଷୟକୁ ଏକାଠି ଧାରଣ କରନ୍ତି” (ଇଉଡିବି)