Door43-Catalog_or_tn/COL/01/13.md

1.3 KiB

ସେ ଆମ୍ଭମାନଙ୍କୁ ଉଦ୍ଧାର କରିଅଛନ୍ତି

“ପିତା ଈଶ୍ଵର ଆମ୍ଭମାନଙ୍କୁ ଉଦ୍ଧାର କରିଅଛନ୍ତି”

ସ୍ଥାନାନ୍ତର କରିଅଛନ୍ତି

“ଆମ୍ଭମାନଙ୍କୁ ସ୍ଥାନାନ୍ତର କରିଅଛନ୍ତି”. “ଆମ୍ଭମାନଙ୍କୁ" ଅର୍ଥାତ୍ ଦୁହେଁ ପାଉଲ ଏବଂ କଲସୀୟର ବିଶ୍ୱାସୀ ସମସ୍ତଙ୍କୁ ବୁଝାଏ |(ଦେଖ: ଅନ୍ତର୍ଭୁକ୍ତ)

ଆପଣା ପ୍ରିୟପାତ୍ର ପୁତ୍ର

“ପିତା ଈଶ୍ଵରଙ୍କ ପ୍ରିୟପାତ୍ର ପୁତ୍ର ଯୀଶୁ ଖ୍ରୀଷ୍ଟ”

ତାହାଙ୍କ ପୁତ୍ରଙ୍କ ଠାରେ ଆମ୍ଭେମାନେ ମୁକ୍ତ ହୋଇଅଛୁ

“ତାହାଙ୍କ ପୁତ୍ର ଆମ୍ଭମାନଙ୍କୁ ମୁକ୍ତ କରିଅଛନ୍ତି”

ପାପରୁ କ୍ଷମା ପାଇଅଛୁ

“ତାହାଙ୍କ ପୁତ୍ର ଆମ୍ଭମାନଙ୍କ ପାପକ୍ଷମା କରିଅଛନ୍ତି” ବା “ପିତା ଈଶ୍ଵର ପୁତ୍ରଙ୍କ ଦେଇ ପାପକ୍ଷମା କରିଅଛନ୍ତି”