Door43-Catalog_or_tn/COL/01/11.md

2.7 KiB

ଆମ୍ଭେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁ

“ଆମ୍ଭେ” ଅର୍ଥାତ୍ ପାଉଲ ଓ ତିମଥିଙ୍କୁ ବୁଝାଏ କଲସୀୟର ବିଶ୍ୱାସୀମାନଙ୍କୁ ନୁହେଁ (ଦେଖ: ବହିର୍ଗତ) “ତୁମ୍ଭେ" ଅର୍ଥାତ ବିଶ୍ଵାସୀମାନଙ୍କ ନିମନ୍ତେ ଆମ୍ଭେ ପ୍ରାର୍ଥନା ଓ ବିନତି କରିବାରୁ (ଦେଖ: ତୁମ୍ଭର ବ୍ୟବହାରିକ)

ତାହାଙ୍କ ଗୌରବର ପରାକ୍ରମ ଅନୁସାରେ ସମସ୍ତ ଶକ୍ତିରେ ଶକ୍ତିଯୁକ୍ତ ହୁଅ

“ଈଶ୍ୱରଙ୍କ ଗୌରବର ପରାକ୍ରମ ଅନୁସାରେ ସମସ୍ତ ଶକ୍ତିରେ ଶକ୍ତିଯୁକ୍ତ ହେବା ନିମନ୍ତେ ସାମର୍ଥ୍ୟ କରନ୍ତୁ”.

ସର୍ବ ବିଷୟରେ ଧୈର୍ଯ୍ୟଶୀଳ ଓ ସହିଷ୍ଣୁତା

“ସର୍ବ ବିଷୟରେ ଧୈର୍ଯ୍ୟଶୀଳ ଓ ସହିଷ୍ଣୁତା ହେବା ନିମନ୍ତେ କହନ୍ତି”

ପିତାଙ୍କୁ ଆନନ୍ଦ ସହିତ ଧନ୍ୟବାଦ ଦିଅ

“ଯେପରି ତୁମ୍ଭେମାନେ ପିତାଙ୍କୁ ଆନନ୍ଦ ସହିତ ଧନ୍ୟବାଦ ଦିଅ”

ସହଭାଗୀ ହେବା ନିମନ୍ତେ ତୁମ୍ଭମାନଙ୍କୁ ଯୋଗ୍ୟ କରିଅଛନ୍ତି

ପିତା ଆମ୍ଭମାନଙ୍କୁ ସହଭାଗୀ ହେବା ନିମନ୍ତେ ଗ୍ରହଣ କରିଅଛନ୍ତି |

ଆମ୍ଭମାନଙ୍କୁ ଯୋଗ୍ୟ କରିଅଛନ୍ତି

ପାଉଲ କଲସୀୟର ବିଶ୍ୱାସୀମାନଙ୍କୁ ମିଶାଇ କହନ୍ତି | (ଦେଖ: ଅନ୍ତର୍ଭୁକ୍ତ)

ଅଧିକାରର ସହଭାଗୀ ହେବା

“ଅଧିକାରକୁ ଗ୍ରହଣ କରିବାର ସହଭାଗୀ ହେବା”

ଦୀପ୍ତିରେ

“ତାହାଙ୍କ ଗୌରବର ଉପସ୍ଥିତିରେ”

କାରଣ ଯେଉଁମାନେ ସହଭାଗୀ ହେବେ

“କାରଣ ଯେଉଁମାନେ ବିନା ଭ୍ରାନ୍ତିରେ ବା ବିଶେଷ କାର୍ଯ୍ୟ ନିମନ୍ତେ ମନୋନୀତ”| "ସାଧୁ" ବୋଲି ମଧ୍ୟ ଅନୁବାଦ କରାଯାଏ |

ତାହାଙ୍କ ନିମନ୍ତେ

“ପିତାଙ୍କ ନିମନ୍ତେ”