Door43-Catalog_or_tn/COL/01/09.md

2.4 KiB

ଏହି ପ୍ରେମ ସକାଶୁ

“ପବିତ୍ର ଆତ୍ମା ତୁମ୍ଭମାନଙ୍କୁ ସାମର୍ଥ୍ୟ କଲେ ଯେପରି ବିଶ୍ଵାସୀ ମାନଙ୍କୁ ପ୍ରେମ ପ୍ରକାଶ କରିବାନିମନ୍ତେ"

ତୁମ୍ଭମାନଙ୍କ ବିଷୟରେ ଶୁଣିବା ଦିନଠାରୁ

“ ତୁମ୍ଭମାନଙ୍କ ବିଷୟରେ ଏପଫ୍ରା କହିବା ଦିନଠାରୁ”

ଆମ୍ଭେ ଶୁଣିଲୁ

ପାଉଲ ଓ ତିମଥିଙ୍କୁ ବୁଝାଏ କିନ୍ତୁ କଲସୀୟର ବିଶ୍ଵାସୀମାନଙ୍କୁ ନୁହେଁ | (ଦେଖ: ବହିର୍ଗତ)

ଆମ୍ଭେମାନେ ପ୍ରାର୍ଥନା କରିବାରେ କ୍ଷାନ୍ତ ନ ହେଉ

“ ଆମ୍ଭେମାନେ ଈଶ୍ୱରଙ୍କ ଠାରେ ପ୍ରାର୍ଥନା ଓ ବିନତି କରିବାରେ କ୍ଷାନ୍ତ ହେଉ ନାହୁଁ”. (ଦେଖ: ଛାପିବା ପ୍ରକ୍ରିୟା)

ଯେପରି ତୁମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ଈଶ୍ୱରଙ୍କ ଅଭିମତ ଜ୍ଞାତ ହୁଅ

“ଯେପରି ତୁମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ଈଶ୍ୱରଙ୍କ ଅଭିମତ ଜ୍ଞାତ ହୋଇପାର ”

ସମସ୍ତ ଆତ୍ମିକ ଜ୍ଞାନ ଓ ବୁଦ୍ଧିରେ

“ସମସ୍ତ ଆତ୍ମିକ ଜ୍ଞାନ ଓ ବୁଦ୍ଧିରେ ପବିତ୍ର ଆତ୍ମା ଦାନ କରନ୍ତି”

ପ୍ରଭୁଙ୍କୁ ସର୍ବପ୍ରକାରେ ସନ୍ତୁଷ୍ଟ କରିବା ନିମନ୍ତେ ତାହାଙ୍କ ଯୋଗ୍ୟ ଆଚରଣ କର

“ପ୍ରଭୁଙ୍କୁ ସନ୍ତୁଷ୍ଟ କରିବା ଭଳି ଯୋଗ୍ୟ ଆଚରଣ କର |

ଫଳବାନ ହୁଅ

ଏହି ଅଳଙ୍କାର ଶବ୍ଦ ବିଶ୍ଵାସୀମାନଙ୍କର ଉତ୍ତମ ଫଳବାନ ବୃକ୍ଷକୁ ବୁଝାଏ |ଆଉ ମଧ୍ୟ ବିଶ୍ଵାସୀମାନେ ଈଶ୍ୱରଙ୍କ ତତ୍ତ୍ୱଜ୍ଞାନରେ ବଢ଼ି ସମସ୍ତ ସତ୍କର୍ମର ଫଳରେ ଫଳବାନ ହୁଅନ୍ତି (ଅଳଙ୍କାର :ଦେଖନ୍ତୁ)