Door43-Catalog_or_tn/COL/01/07.md

2.0 KiB

ଏପାଫ୍ରାଙ୍କଠାରୁ ତୁମ୍ଭେମାନେ ଏହି ପ୍ରକାରେ ଶିକ୍ଷା କରିଅଛ

“ଏପାଫ୍ରା ତୁମ୍ଭେମାନଙ୍କୁ ଶିକ୍ଷା ଦେଇ ଅଛନ୍ତି " ବା " ଏପାଫ୍ରାଙ୍କଠାରୁ ତୁମ୍ଭେମାନେ ଯାହା ସଂପୂର୍ଣ୍ଣ ଶିକ୍ଷା କରିଅଛ"|

ଏହା କେବଳ

“ଏହା” ଅର୍ଥାତ୍ ସୁସମାଚାରର ସମ୍ବାଦ ଯାହା ସେମାନଙ୍କୁ (କଲସୀୟର ବିଶ୍ୱାସୀମାନଙ୍କୁ) ପ୍ରଭାବ ପକାଇଅଛି |

ତୁମ୍ଭେମାନେ ଶିକ୍ଷା କରିଅଛ

କଲସୀୟର ବିଶ୍ୱାସୀମାନଙ୍କୁ |

ଏପାଫ୍ରା

ଏପାଫ୍ରା ଯିଏକି କଲସୀୟର ବିଶ୍ୱାସୀମାନଙ୍କୁ ସୁସମାଚାର ପ୍ରଚାର କରିଥିଲେ | (ନାମ କିପରି ଅନୁବାଦ କରାଯାଏ ତାହା :ଦେଖନ୍ତୁ)

ଆମ୍ଭମାନଙ୍କର ପ୍ରିୟ ସହଦାସ “ଆମ୍ଭମାନଙ୍କର” ଏବଂ “ଆମ୍ଭେ” ଏହା ପାଉଲ ଓ ତାହାଙ୍କ ସହକର୍ମୀଙ୍କୁ ବୁଝାଏ କିନ୍ତୁ କଲସୀୟର ବିଶ୍ୱାସୀମାନଙ୍କୁ ନୁହେଁ |

ସେ ଆମ୍ଭମାନଙ୍କ ନିକଟରେ ପ୍ରକାଶ କରିଅଛନ୍ତି

“ଏପାଫ୍ରା ଆମ୍ଭମାନଙ୍କ ନିକଟରେ ପ୍ରକାଶ କରିଅଛନ୍ତି"|

ଆତ୍ମାଙ୍କ ଦ୍ଵାରା ତୁମ୍ଭମାନେ ପ୍ରେମ କରିଅଛ

“ପବିତ୍ର ଆତ୍ମା ତୁମ୍ଭମାନଙ୍କୁ ସାମର୍ଥ୍ୟ କଲେ ଯେପରି ବିଶ୍ଵାସୀ ମାନଙ୍କୁ ପ୍ରେମ ପ୍ରକାଶ କରିବାନିମନ୍ତେ"