Door43-Catalog_or_tn/COL/01/01.md

2.1 KiB

(କଲସୀୟ ମଣ୍ଡଳୀର ବିଶ୍ୱାସୀମାନଙ୍କ ପ୍ରତି ପାଉଲ ଓ ତୀମଥିଙ୍କଠାରୁ ଏହି ପତ୍ର |)

ଈଶ୍ୱରଙ୍କ ଇଛାରେ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଜଣେ ପ୍ରେରିତ

" ଈଶ୍ୱରଙ୍କ ଦ୍ୱାରା ମନୋନୀତ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ପ୍ରେରିତ"|

ଆମ୍ଭମାନଙ୍କର ଭାଇ

ପାଉଲ ଆପଣା ଶ୍ରୋତାମାନଙ୍କୁ ମିଶାନ୍ତି " ଆମ୍ଭ" (ସମିଳିତକୁ ଦେଖନ୍ତୁ)

ଈଶ୍ୱରଙ୍କ ନିମନ୍ତେ ପୃଥକୀକୃତ

ଅର୍ଥାତ୍ ନୈତିକତାରେ ଅନିନ୍ଦନୀୟ ବା ପବିତ୍ରୀକୃତ ବା ପବିତ୍ର ଜନ | "ସାଧୁ " ବୋଲି ମଧ୍ୟ ଅନୁବାଦ କରାଯାଇପାରେ |

ଅନୁଗ୍ରହ ତୁମ୍ଭମାନଙ୍କ ପ୍ରତି ହେଉ

ଅନ୍ୟମାନଙ୍କ ଉପରେ ଆଶୀର୍ବାଦ ବାଞ୍ଛା କରିବା ବା ଦେବା ଅଟେ |

ଅନୁଗ୍ରହ ତୁମ୍ଭମାନଙ୍କ ପ୍ରତି ହେଉ

“ତୁମ୍ଭେ” ଶବ୍ଦଟି କଲସୀୟର ବିଶ୍ୱାସୀମାନଙ୍କୁ ବା ବିଶ୍ୱସ୍ତ ଭାଇମାନଙ୍କୁ ବ୍ୟାଖ୍ୟା କରେ (ଇଂରାଜୀ ଉଚ୍ଚାରଣ ଦେଖନ୍ତୁ)

ଆମ୍ଭେମାନେ ସବୁବେଳେ ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁ

ଏହା ଏକ ଖୋଲାଖୋଲି ପରିପ୍ରକାଶ ଯେ ଆମ୍ଭେମାନେ ସର୍ବଦା ତୁମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କରୁ" (ଦେଖନ୍ତୁ : ଅତିସୟୋକ୍ତି )