Door43-Catalog_or_tn/ACT/28/28.md

855 B

ପାଉଲ କହି ଆସୁଅଛନ୍ତି|

ସେମାନେ ମଧ୍ୟ ଶ୍ରବଣ କରିବେ

“ସେମାନଙ୍କ ମଧ୍ୟରୁ କେତେକ ଶୁଣିବେ”

ପଦ ୨୯

“ଆଉ, ସେ ଏହିସବୁ କଥା କହନ୍ତେ, ଯିହୁଦୀମାନେ ଆପଣା ଆପଣା ମଧ୍ୟରେ ବାଦାନୁବାଦ କରୁ କରୁ ପ୍ରସ୍ଥାନ କଲେ|” ଏହି ପଦ ବାଦ୍ ଦିଆଯାଇଛି କାରଣ କେତେକ ପୁରାତନ, ଅଧିକ ବିଶ୍ୱାସଯୋଗ୍ୟ, ପ୍ରାଚୀନ ମୂଳ ଗ୍ରନ୍ଥରେ ଏହି ପଦ ଅନ୍ତର୍ଭୁକ୍ତ କରାଯାଇ ନାହିଁ| (ଦେଖନ୍ତୁ: ପୁସ୍ତକ ସମ୍ବନ୍ଧୀୟ ବିଭିନ୍ନତା)