Door43-Catalog_or_tn/ACT/28/23.md

630 B

ସେ ସେମାନଙ୍କ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କଲେ

ଏହି ଶବ୍ଦ “ସେମାନଙ୍କ” ଯେଉଁ ଯିହୁଦୀ ନେତାମାନଙ୍କୁ ପାଉଲ କହୁଥିଲେ ସେମାନଙ୍କୁ ଦର୍ଶାଏ|

କେହି କେହି କଥିତ ବିଷୟରେ ବିଶ୍ୱାସ କଲେ

“ପାଉଲ ସେମାନଙ୍କ ମଧ୍ୟରୁ କେତେକଙ୍କ ବିଶ୍ୱାସ ଜନ୍ମାଇଲେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)