Door43-Catalog_or_tn/ACT/28/07.md

2.1 KiB
Raw Permalink Blame History

ବର୍ତ୍ତମାନ ସେହି ସ୍ଥାନର ନିକଟରେ

“ବର୍ତ୍ତମାନ” ଏହା ଲିପିବଦ୍ଧ ହୋଇଥିବା ବିବରଣୀରେ ଏକ ନୂତନ ବ୍ୟକ୍ତି ବା ଘଟଣାର ପରିଚୟ କରାଏ’

ସେହି ଦ୍ୱୀପର ପ୍ରଧାନ ବ୍ୟକ୍ତି

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) ଲୋକମାନଙ୍କ ପ୍ରଧାନ ନେତା କିମ୍ବା ) ଯିଏ ଦ୍ୱୀପର ଏକ ଅତି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଥିଲେ, ସମ୍ଭବତଃ ତାହାଙ୍କର ବହୁତ ସମ୍ପତ୍ତି ଥିବା କାରଣରୁ|

ପୁବ୍ଲିୟ ନାମକ ଏକ ବ୍ୟକ୍ତି

ପୁବ୍ଲିୟ ସେହି ଦ୍ୱୀପର ମୁଖ୍ୟ ଅଧିକାରୀ ଥିଲେ| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)

ଆମ୍ଭମାନଙ୍କୁ ଗ୍ରହଣ କଲେ

“ପାଉଲ ଓ ତାହାଙ୍କ ସଙ୍ଗୀମାନଙ୍କୁ ଗ୍ରହଣ କଲେ”

ସାଦରେ ଆମ୍ଭମାନଙ୍କର ଆତିଥ୍ୟ ସତ୍କାର କଲେ

“ସାଦରେ ଆମ୍ଭମାନଙ୍କର ଯେଉଁମାନେ କି ତାହାଙ୍କ ନିମନ୍ତେ ଅଜଣା ଥିଲୁ ସେବା କଲେ”

ରୋଗରେ ପୀଡିତ ହୋଇଥିଲେ

“ଅସୁସ୍ଥ ଥିଲେ”

ଜ୍ୱର ଓ ଆମାଶୟ ରୋଗରେ ପୀଡିତ ଥିଲେ

“ଆମାଶୟ ହେଉଛି ଏକ ସଂକ୍ରାମକ ଅନ୍ତବୁଜୁଳା ବା ଆନ୍ତ୍ରିକ ରୋଗ ଅଟେ”

ତାଙ୍କ ଉପରେ ହାଥ ଥୋଇ

“ଆପଣା ହସ୍ତରେ ତାହାଙ୍କୁ ସ୍ପର୍ଶ କରି”

ଆଉ ସୁସ୍ଥ ହେଲେ

“ଆଉ ସେ ସେମାନଙ୍କୁ ମଧ୍ୟ ସୁସ୍ଥ କଲେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ) (ୟୁଡିବୀ)