Door43-Catalog_or_tn/ACT/28/05.md

829 B
Raw Permalink Blame History

ଜନ୍ତୁଟାକୁ ଝାଡ଼ି ନିଆଁରେ ପକାଇଦେଲେ

“ଆପଣା ହସ୍ତ ଝାଡିଦେଲେ ଯେପରି ସେହି ସର୍ପ ତାହାଙ୍କ ହସ୍ତରୁ ନିଆଁରେ ପଡ଼ିବ”

ଜ୍ୱରରେ ଉତ୍ତପ୍ତ ହେବେ

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ଉଚ୍ଚ ଜ୍ୱରରେ ପୀଡିତ ହେବେ” କିମ୍ବା ) “ଫୁଲିଯିବେ|”

କହିଲେ, ଏ ଜଣେ ଦେବତା

ଏହା ଏକ ବିଶ୍ୱାସ ଥିଲା ଯେ ଯେଉଁଜଣ ବିଷାକ୍ତ ସର୍ପ କାମୁଡିବା ପରେ ବି ବଞ୍ଚିଯାଏ ସେ ଐଶ୍ୱରିକ ବା ଦେବତା ଅଟନ୍ତି|