Door43-Catalog_or_tn/ACT/28/03.md

858 B

ଗୋଟାଏ କାଳସାପ ବାହାରି

“ଏକ ବିଷାକ୍ତ ସାପ କାଠବିଡ଼ା ଠାରୁ ବାହାରି ଆସିଲା”

ତାହାଙ୍କ ହାତରେ କାମୁଡ଼ି ଲାଗିରହିଲା

“ପାଉଲଙ୍କ ହାତ କାମୁଡ଼ିଲା ଓ ଗଲା ନାହିଁ”

ଏ ଲୋକଟା ନିଶ୍ଚୟ ଖୁଣୀ

“ନିଶ୍ଚିତ ଭାବରେ ଏହି ଲୋକଟି ଖୁଣୀ ଅଟେ” କିମ୍ବା “ଏହି ଲୋକଟି ସତ୍ୟରେ ଏକ ଖୁଣୀ ଅଟେ”

ଧର୍ମ ଏହାକୁ ବଞ୍ଚିବାକୁ ଦେଲେ ନାହିଁ

“ନ୍ୟାୟ ନାମର ଦେବୀ ତାହାଙ୍କୁ ମୃତ୍ୟୁମୁଖରୁ ରକ୍ଷା କଲା ନାହିଁ”