Door43-Catalog_or_tn/ACT/26/27.md

1.0 KiB

ପାଉଲ କହି ଆସୁଅଛନ୍ତି|

ଆପଣ କଅଣ ଭାବବାଦୀମାନଙ୍କୁ ବିଶ୍ୱାସ କରନ୍ତି?

ପାଉଲ ଆଗ୍ରିପ୍‌ପାଙ୍କୁ ସ୍ମରଣ କରାଇବା ନିମନ୍ତେ ଏହା ପଚାରିଲେ| ଏହିପରି ଆଗ୍ରିପ୍‌ପା ଯୀଶୁଙ୍କ ବିଷୟରେ ଯାହା କହିଲେ ତାହା ବିଶ୍ୱାସ କଲେ| (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ଅଳ୍ପ କଥାରେ ତ ତୁମ୍ଭେ ଆମ୍ଭକୁ ଖ୍ରୀଷ୍ଟିଆନ କରି ପାର ବୋଲି ମନେ କରୁଅଛ?

ଆଗ୍ରିପ୍‌ପା କହୁଛନ୍ତି ଯେ, ଅଳ୍ପ ବକ୍ତୃତା ଦେଇ ପାଉଲ କୌଣସି ପ୍ରକାରେ ମୋତେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରାଇ ପାରିବେ ନାହିଁ| (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)