Door43-Catalog_or_tn/ACT/26/24.md

832 B

ତୁମ୍ଭେ ପାଗଳ

“ତୁମ୍ଭେ ନିରର୍ଥକ କଥା କହୁଅଛ” କିମ୍ବା “ତୁମ୍ଭେ ନିର୍ବୋଧ”

ସତ୍ୟ ଓ ସ୍ଥିର ବୁଦ୍ଧିରେ

“ଗାମ୍ଭୀର୍ଯ୍ୟଭାବରେ” କିମ୍ବା “ଗମ୍ଭୀର କଥା ବିଷୟରେ”

ମୁଁ ତାଙ୍କ ଛାମୁରେ ମଧ୍ୟ ସାହସରେ କଥା କହୁଅଛି

“ମୁଁ ଆଗ୍ରିପ୍‌ପାଙ୍କ ଛାମୁରେ ମଧ୍ୟ ସାହସରେ କଥା କହୁଅଛି”

ଏହା ତ ଗୋପନରେ କରାଯାଇ ନାହିଁ

ଏହା ଜଣା ଯାଇଅଛି| ବିକଳ୍ପ ଅନୁବାଦ: “ଗୁପ୍ତରେ କରାଯାଇ ନାହିଁ”|