Door43-Catalog_or_tn/ACT/26/22.md

728 B

ପାଉଲ କହିଆସୁଅଛନ୍ତି|

ଭାବବାଦୀମାନେ ଯାହା

ପାଉଲ ପୁରାତନ ନିୟମର ସଂଗୃହିତ ଲେଖକମାନଙ୍କୁ ଦର୍ଶାଉଅଛନ୍ତି|

ଅର୍ଥାତ୍ ଖ୍ରୀଷ୍ଟ ନିଶ୍ଚୟ ଦୁଃଖଭୋଗ କରିବେ

“ଅର୍ଥାତ୍ ଖ୍ରୀଷ୍ଟ ନିଶ୍ଚୟ ଦୁଃଖଭୋଗ କରି ମୃତ୍ୟୁବରଣ କରିବେ” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

ଆଲୋକ ପ୍ରକାଶ କରିବେ

“ପରିତ୍ରାଣର ସୁସମାଚାର ଘୋଷଣା କରିବେ”