Door43-Catalog_or_tn/ACT/26/19.md

432 B

ପାଉଲ କହିଆସୁଅଛନ୍ତି|

ମୁଁ ସେହି ସ୍ୱର୍ଗୀୟ ଦର୍ଶନର ଅବାଧ୍ୟ ହେଲି ନାହିଁ

“ଯାହା ସ୍ୱର୍ଗରୁ ମୋ ନିକଟକୁ ଆସିଲା ସେହି ଦର୍ଶନରେ ଦିଆଯାଇଥିବା ସମାଚାରକୁ ମୁଁ ପାଳନ କଲି|” (ଦେଖନ୍ତୁ: ଲିଟୋଟ୍‌ସ)