Door43-Catalog_or_tn/ACT/26/12.md

1.3 KiB

ପାଉଲ କହିଆସୁଅଛନ୍ତି|

କ୍ଷମତା ଓ ଆଜ୍ଞାପତ୍ର ଘେନି

ଯିହୁଦୀ ବିଶ୍ୱାସୀମାନଙ୍କୁ ତାଡନା କରିବା ନିମନ୍ତେ ତାହାଙ୍କୁ ଅଧିକାର ଦିଆଯାଇଥିବା ଯିହୁଦୀ ନେତାମାନଙ୍କ ଠାରୁ ଅନୁମତି ପାଇଥିବା ଏକ ଲିଖିତ ପତ୍ର ପାଉଲଙ୍କ ନିକଟରେ ଥିଲା|

ପାଞ୍ଚଣ କଣ୍ଟା ମୁନରେ ଗୋଇଠା ମାରିବା ତୁମ୍ଭ ପକ୍ଷରେ କଷ୍ଟକର

ଈଶ୍ୱର ତୁଳନା କରନ୍ତି ପାଉଲଙ୍କ ଦ୍ୱାରା ଈଶ୍ୱରଙ୍କ ଯୋଜନାକୁ ପ୍ରତିରୋଧ କରିବା ସହିତ ଏକ ବଳଦ ଚାଷୀର ଖେଞ୍ଚା ମାରିବା ବାଡି ବିରୁଦ୍ଧରେ ଗୋଇଠା ମାରିବାକୁ| ଦେଖନ୍ତୁ ୟୁଡିବୀ| ଏହାର ଅର୍ଥ ହେଲା ଯେ ପାଉଲଙ୍କ ନିମନ୍ତେ ଈଶ୍ୱର ଯାହା ଯୋଜନା କରିଅଛନ୍ତି ତାହା ଠାରୁ ମୁକ୍ତ ହେବ ତାହାଙ୍କ ନିମନ୍ତେ କଷ୍ଟକର ଅଟେ| (ଦେଖନ୍ତୁ: ଉଦାହରଣ)