Door43-Catalog_or_tn/ACT/26/04.md

1.0 KiB
Raw Permalink Blame History

ପାଉଲ କହିଆସୁଅଛନ୍ତି|

ଯିହୁଦୀମାନେ ସମସ୍ତେ

ସମ୍ଭାବନା ଅର୍ଥଗୁଡ଼ିକ: ୧) ଯେଉଁ ଫାରୁଶୀମାନେ ପାଉଲଙ୍କ ସହ ବଢ଼ିଲେ ସେମାନେ ତାହାଙ୍କୁ ଫାରୁଶୀ ରୂପେ ଜାଣନ୍ତି କିମ୍ବା ) “ଯିହୁଦୀମାନଙ୍କ ମଧ୍ୟରେ ପାଉଲଙ୍କ ସୁଖ୍ୟାତି ଥିଲା ଫାରୁଶୀ ରୂପେ ତାହାଙ୍କ ଉଦ୍ଦୀପନା ନିମନ୍ତେ ଓ ବର୍ତ୍ତମାନ ବିଶ୍ୱାସୀ ରୂପେ”

ସ୍ୱଜାତି ମଧ୍ୟରେ

ସମ୍ଭାବନା ଅର୍ଥଗୁଡ଼ିକ: ୧) ତାହାଙ୍କ ଆପଣା ଲୋକମାନଙ୍କ ମଧ୍ୟରେ, ଇସ୍ରାଏଲର ଭୌଗଳିକ ଆବଶ୍ୟକତା ଅନୁଯାଇ ନୁହେଁ କିମ୍ବା ) ଇସ୍ରାଏଲର ଭୂମିରେ|