Door43-Catalog_or_tn/ACT/26/01.md

858 B

ଆପଣା ହସ୍ତ ବିସ୍ତାର କରି

“ଆପଣା ହସ୍ତ ଲୋକସମୂହ ଆଡକୁ ଉଠାଇଲେ ସେମାନଙ୍କ ଧ୍ୟାନ ଆକର୍ଷଣ କରିବା ନିମନ୍ତେ”

ଆପଣା ପକ୍ଷ ସମର୍ଥନ କଲେ

“ଅଭିଯୋଗ ବିରୁଦ୍ଧରେ ଆପଣା ପକ୍ଷ ରଖିବାକୁ ଆରମ୍ଭ କଲେ”

ମୁଁ ଆପଣାକୁ ଆନନ୍ଦିତ ମନେ କରୁଅଛି

ପାଉଲ ଆନନ୍ଦିତ ଥିଲେ କାରଣ ସୁସମାଚାର ବିଷୟରେ କହିବାକୁ ସୁଯୋଗ ମିଳିବ ବୋଲି ଆଗ୍ରିପ୍‌ପାଙ୍କ ଛାମୁରେ ଆପଣା ଉପସ୍ଥିତି ଦେବା ନିମନ୍ତେ ସେ ସ୍ଥିର କଲେ|