Door43-Catalog_or_tn/ACT/25/23.md

725 B

ଆଗ୍ରିପ୍‌ପା ଓ ବର୍ଣ୍ଣୀକୀ ଆସିଲେ

ଦେଖନ୍ତୁ କିପରି ପଦ ୨୫:୧୩ ରେ ଆଗ୍ରିପ୍‌ପା ଓ ବର୍ଣ୍ଣୀକୀ ଅନୁବାଦ କଲେ|

ସେମାନଙ୍କ ନିକଟକୁ ପାଉଲ ଅଣାଗଲେ

ସେମାନେ ପାଉଲଙ୍କୁ ସେମାନଙ୍କ ସମ୍ମୁଖରେ ଆଣିଲେ| (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ସେମାନେ ଆମ୍ଭ ନିକଟରେ ଚିତ୍କାର କଲେ

“ଯିହୁଦୀମାନେ ଅତି ଦୃଢ ଭାବରେ ଆମ୍ଭ ନିକଟରେ କହିଲେ”