Door43-Catalog_or_tn/ACT/25/21.md

624 B

ଫେଷ୍ଟ ୨୧ ପଦ ରୁ କହିଆସୁଅଛନ୍ତି|

ତାକୁ ବନ୍ଦୀ କରି ରଖିବାକୁ ଆଜ୍ଞା ଦେଲି

“ତାକୁ କାରାଗାରରେ ରଖିବା ନିମନ୍ତେ ମୁଁ ସୈନ୍ୟମାନଙ୍କୁ କହିଲି” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

କାଲି ଆପଣ ତାହାର କଥା ଶୁଣିବେ

“କାଲି ଆପଣ ପାଉଲଙ୍କ କଥା ଶୁଣିବା ନିମନ୍ତେ ମୁଁ ବ୍ୟବସ୍ଥା କରିବି”