Door43-Catalog_or_tn/ACT/25/17.md

1.5 KiB

ଫେଷ୍ଟ କହିଆସୁଅଛନ୍ତି|

ଯେତେବେଳେ ସେମାନେ ଏକତ୍ର ଏଠାରେ ଆସିଲେ

“ଯେତେବେଳେ ଯିହୁଦୀ ନେତାମାନେ ମୋହର ସହିତ ସାକ୍ଷାତ କରିବା ନିମନ୍ତେ ଏଠାକୁ ଆସିଲେ”

ମୁଁ ବିଚାରାସନରେ ବସିଲି

“ମୁଁ ଏକ ବିଚାରକର୍ତ୍ତା ରୂପେ ସେହି ବିଚାରାସନରେ ବସିଲି” (ଦେଖନ୍ତୁ: ୨୫:୬)

ମୁଁ ସେହି ଲୋକକୁ ଆଣିବା ନିମନ୍ତେ ଆଜ୍ଞା ଦେଲି

“ପାଉଲଙ୍କୁ ମୋ' ସମ୍ମୁଖକୁ ଆଣିବା ନିମନ୍ତେ ମୁଁ ସୈନ୍ୟମାନଙ୍କୁ ଆଜ୍ଞା ଦେଲି” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ସେମାନଙ୍କ ସ୍ୱଧର୍ମ

“ଧର୍ମ” ଜୀବନ ପାର୍ଟି ଓ ଅଲୌକିକ ପ୍ରତି ଲୋକମାନଙ୍କ ବିଶ୍ୱାସ କରିବାର ଏକ ପ୍ରକ୍ରିୟା ଅଟେ|

ଏହିସବୁ ବିଷୟରେ ସେଠାରେ ବିଚାରିତ ହେବ

“ଏହିସବୁ ଅଭିଯୋଗ ବିଷୟରେ ଯଦି ସେ ଦୋଷୀ ତେବେ ଯେଉଁଠାରେ ଯିହୁଦୀ ମହାସଭା ସ୍ଥିର କରିବ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)