Door43-Catalog_or_tn/ACT/24/26.md

1.1 KiB

ପାଉଲ ତାଙ୍କୁ ଅର୍ଥ ଦେବେ ବୋଲି ଆଶା କରୁଥିଲେ

“ପାଉଲ ଫେଲୀକ୍‌ସଙ୍କୁ ଅର୍ଥ ଦେବେ ବୋଲି ଆଶା କରୁଥିଲେ|” ଫେଲୀକ୍‌ସ ଆଶା କରୁଥିଲେ ଯେ ପାଉଲ ଆପଣାକୁ ମୁକ୍ତ କରିବା ନିମନ୍ତେ ତାହାଙ୍କୁ ଲାଞ୍ଚ ଯାଚିବେ|

ସେଥିପାଇଁ ଥରକୁଥର ତାଙ୍କୁ ଡକାଇ ତାଙ୍କ ସହିତ କଥାବାର୍ତ୍ତା କରୁଥିଲେ

“ସେଥିପାଇଁ ଫେଲୀକ୍‌ସ ଥରକୁଥର ପାଉଲଙ୍କୁ ଡକାଇ ପାଉଲଙ୍କ ସହିତ କଥାବାର୍ତ୍ତା କରୁଥିଲେ”

ପର୍କିୟ ଫେଷ୍ଟ

ଏକ ନୂତନ ରୋମୀ ଶାସନକର୍ତ୍ତା ଯିଏ ଫେଲୀକ୍‌ସଙ୍କ ପରିବର୍ତ୍ତେ ହୋଇଥିଲେ| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)