Door43-Catalog_or_tn/ACT/24/24.md

923 B

କେତେକ ଦିନ ପରେ

“କିଛି ଦିନ ଉତ୍ତାରେ”

ଫେଲୀକ୍‌ସ ଫେରିଲେ

ଦେଖନ୍ତୁ ପଦ ୨୩:୨୪ ରେ ଫେଲୀକ୍‌ସ କିପରି ଅନୁବାଦ କରାଗଲା|

ଦ୍ରୂସିଲ୍ଲା ନାମ୍ନୀ ଆପଣା ଭାର୍ଯ୍ୟା

ଦ୍ରୂସିଲ୍ଲା ଏକ ସ୍ତ୍ରୀ ର ନାମ ଅଟେ| (ଦେଖନ୍ତୁ ଅନୁବାଦ ନାମଗୁଡ଼ିକ)

ଫେଲୀକ୍‌ସ ଭୀତ ହେଲେ

ହୋଇପାରେ ଫେଲୀକ୍‌ସ ଆପଣା ପାପ ସକାଶୁ ଦୋଷୀ ଅନୁଭବ କରିଥିବେ|

ବର୍ତ୍ତମାନ ନିମନ୍ତେ

“ବର୍ତ୍ତମାନ ସମୟ ନିମନ୍ତେ” କିମ୍ବା “ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ”