Door43-Catalog_or_tn/ACT/24/14.md

1.4 KiB

ଶାସନକର୍ତ୍ତା ଫେଲୀକ୍‌ସ ନିକଟରେ ପାଉଲ ଆପଣା ଆତ୍ମପକ୍ଷ ସମର୍ଥନ କରୁଅଛନ୍ତି|

ମୁଁ ଆପଣଙ୍କ ନିକଟରେ ସ୍ୱୀକାର କରୁଅଛି

“ମୁଁ ଆପଣଙ୍କ ନିକଟରେ ସ୍ୱୀକାର କରୁଅଛି” କିମ୍ବା “ମୁଁ ଆପଣଙ୍କ ନିକଟରେ ମାନୁଅଛି”

ସେମାନେ ଗୋଟିଏ ବିଧର୍ମଦଳ ବୋଲି କହନ୍ତି

“ସେମାନେ ବିଧର୍ମମତ ବୋଲି କହନ୍ତି”

“ଆମ୍ଭମାନଙ୍କ ପିତୃପୁରୁଷଙ୍କ ଈଶ୍ୱର”

ଏହାର ଅର୍ଥ ଯେ ପାଉଲ ପ୍ରାଚୀନ ଧର୍ମକୁ ଅନୁସରଣ କରିବାକୁ ଦାବି କରନ୍ତି, ଯାହାର ଅର୍ଥ ନୂତନ ନୁହେଁ, ନିନ୍ଦନୀୟ “ବିଧର୍ମଦଳ”

ଧାର୍ମିକମାନେ

“ଧାର୍ମିକ ଲୋକମାନେ”

ରକ୍ଷା କରିବାକୁ କାର୍ଯ୍ୟ କରୁଅଛି

“ରକ୍ଷା କରିବାକୁ ଯତ୍ନ କରୁଅଛି” କିମ୍ବା “ରକ୍ଷା କରିବାକୁ ଅଭ୍ୟାସ କରୁଅଛି”

ଈଶ୍ୱରଙ୍କ ସମ୍ମୁଖରେ

“ଈଶ୍ୱରଙ୍କ ଉପସ୍ଥିତିରେ”