Door43-Catalog_or_tn/ACT/24/10.md

1.1 KiB

ଶାସନକର୍ତ୍ତା ସଙ୍କେତ କରନ୍ତେ

“ଶାସନକର୍ତ୍ତା ଇଙ୍ଗିତ କରନ୍ତେ”

ମୁଁ ନିଜକୁ ବର୍ଣ୍ଣନା କରୁଅଛି

“ମୋହର ପରିସ୍ଥିତି ବର୍ଣ୍ଣନା କରୁଅଛି”

ଆପଣ ସଠିକତା ନିର୍ଣ୍ଣୟ କରିବା ଯୋଗ୍ୟ ଅଟନ୍ତି

“ଆପଣ ପ୍ରମାଣ କରିବା ଯୋଗ୍ୟ ଅଟନ୍ତି”

ବାର ଦିନ ହେବ

“୧୨ ଦିନ ହେବ” (ଦେଖନ୍ତୁ: ଅନୁବାଦ ସଂଖ୍ୟାଗୁଡ଼ିକ)

ମୁଁ ମତାଇ ନାହିଁ

“ମୁଁ ବିଶୃଙ୍ଖଳା କରି ନାହିଁ” କିମ୍ବା “ମୁଁ ବିରକ୍ତ କରି ନାହିଁ”

ଯେଉଁ ସବୁ ବିଷୟ ଘେନି ଅଭିଯୋଗ କରୁଅଛନ୍ତି

“ଭୁଲ କାର୍ଯ୍ୟ ନିମନ୍ତେ ଦୋଷାରୋପ କରିବା” କିମ୍ବା “ଅପରାଧ ନିମନ୍ତେ ଦୋଷାରୋପ କରିବା”