Door43-Catalog_or_tn/ACT/24/07.md

1.5 KiB

ତର୍ତ୍ତୁଲ୍ଲ ଶାସନକର୍ତ୍ତା ଫେଲୀକ୍‌ସଙ୍କୁ କହିଆସୁଅଛନ୍ତି|

ଯେତେବେଳେ ଲୂସିୟା

ଦେଖନ୍ତୁ ପଦ ୨୩:୨୬ ରେ ଆପଣ ଲୂସିୟା ଅନୁବାଦ କଲେ|

ସେ ଅତି ବଳପୂର୍ବକ ପାଉଲଙ୍କୁ ଆମ୍ଭମାନଙ୍କ ହାତରୁ ଛଡାଇନେଲେ

“ଲୂସିୟାଙ୍କ ସୈନ୍ୟମାନେ ପାଉଲଙ୍କୁ ଆମ୍ଭମାନଙ୍କ ଅଟକରୁ ଛଡାଇନେଲେ|” (ଦେଖନ୍ତୁ: ଉପଲକ୍ଷ ଅଳଙ୍କାର) “ବଳପୂର୍ବକ” ପ୍ରବଳ ବା ଦୃଢ଼ ବଳ ବ୍ୟବହାର କରିବାର ଶବ୍ଦ ଅଟେ|

ଯେତେବେଳେ ଆପଣ ପାଉଲଙ୍କୁ ପ୍ରଶ୍ନ ପଚାରିବେ

“ଯେତେବେଳେ ଆପଣ ପାଉଲଙ୍କୁ ବିଧି ଅନୁସାରେ ପ୍ରଶ୍ନ ପଚାରିବେ” କିମ୍ବା “ବିଚାରାଳୟରେ ବିଚାର କରିବା ନିମନ୍ତେ ଯେପରି ପ୍ରଶ୍ନ ପଚାରନ୍ତି”

ଏହା ବିରୁଦ୍ଧରେ ଆମ୍ଭେମାନେ ଅଭିଯୋଗ କରୁଅଛୁ

“ଏହା କରିବାରୁ ପାଉଲଙ୍କ ଅଭିଯୋଗ କରୁଅଛୁ” କିମ୍ବାor “ଏହି ଦୋଷ କରିବାରୁ ପାଉଲଙ୍କ ଅଭିଯୋଗ କରୁଅଛୁ”