Door43-Catalog_or_tn/ACT/23/28.md

658 B

ସହସ୍ରସେନାପତି ଠାରୁ ପତ୍ର କ୍ରମାଗତ ରହିଛି|

ମୁଁ ଜାଣିବାକୁ ଇଛା କଲି

ଏହି ଶବ୍ଦ “ମୁଁ” କ୍ଲାଉଦିଅ ଲୂସିୟାଙ୍କୁ ଦର୍ଶାଏ|

ସେମାନେ ଏହାର ବିରୁଦ୍ଧରେ ଦୋଷାରୋପ କରୁଅଛନ୍ତି

“ଯିହୁଦୀମାନେ ପାଉଲଙ୍କ ବିରୁଦ୍ଧରେ ଦୋଷାରୋପ କରୁଅଛନ୍ତି”

ତାହାପରେ ଏହା ଜଣାଗଲା

“ଉଚିତ୍ ସମୟ ପରେ ଏହା ଜଣାଗଲା”