Door43-Catalog_or_tn/ACT/23/25.md

714 B

ଶାସନକର୍ତ୍ତା ଫେଲୀକ୍‌ସ

ଫେଲୀକ୍‌ସ ସମ୍ପୂର୍ଣ୍ଣ ପ୍ରଦେଶ ଉପରେ ରୋମୀ ଶାସନକର୍ତ୍ତା ଥିଲେ| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)

ବଧ କରିବାକୁ ଯାଉଥିଲେ

ଯିହୁଦୀମାନେ ପାଉଲଙ୍କୁ ବଧ କରିବାକୁ ପ୍ରସ୍ତୁତ ଥିଲେ| (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଆସିଲି

“ପାଇଲି” କିମ୍ବା “ସେମାନେ ଯେଉଁଠାରେ ଥିଲେ ସେଠାରେ ପହଞ୍ଚିଲି”