Door43-Catalog_or_tn/ACT/23/22.md

1011 B
Raw Permalink Blame History

ଦୁଇ ଜଣ ଶତସେନାପତି

ଶତସେନାପତିଙ୍କ ମଧ୍ୟରୁ ଜଣ (ଦେଖନ୍ତୁ: ଅନୁବାଦ ସଂଖ୍ୟାଗୁଡ଼ିକ)

ସତୁରି ଜଣ ଆଶ୍ୱାରୋହୀ

୭୦ ଜଣ ଆଶ୍ୱାରୋହୀ

ଦୁଇ ଶତ ବର୍ଚ୍ଛାଧାରୀ

ସୈନ୍ୟ ଯେଉଁମାନେ ବର୍ଚ୍ଛା ଅସ୍ତ୍ର ଧରିଅଛନ୍ତି|

ରାତ୍ରର ତୃତୀୟ ପ୍ରହରରେ

ଏହା ପ୍ରାୟ ରାତ୍ର ୯: ଘଟିକା ସମୟ| (ଦେଖନ୍ତୁ: ବାଇବଲୀୟ ସମୟ)

ଶାସନକର୍ତ୍ତା ଫେଲୀକ୍‌ସ

ଫେଲୀକ୍‌ସ ହେଉଛନ୍ତି ସେହି ଅଞ୍ଚଳର ରୋମୀ ଶାସନକର୍ତ୍ତା ଯିଏ କାଇସରିଆରେ ବାସ କରୁଥିଲେ| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)