Door43-Catalog_or_tn/ACT/23/18.md

710 B

ବନ୍ଦୀ ପାଉଲ ଆପଣା ନିକଟକୁ ମୋତେ ଡାକିଲେ

“ବନ୍ଦୀ ପାଉଲ ଆପଣା ନିକଟକୁ ଆସି ତାହାଙ୍କ ସହ କଥା ହେବା ନିମନ୍ତେ ମୋତେ କହିଲେ”

ଏହି ଯୁବା ଲୋକ

ଯେହେତୁ ସହସ୍ରସେନାପତି ଏହି ଯୁବା ଲୋକକୁ ହାଥ ଧରି ନେଲେ, ଏହା ବିଚାର କରାଯାଏ ଯେ ପାଉଲଙ୍କ ଭଣଜା ଅଧିକ ବୟସ୍କ ଲୋକ ଠାରୁ ବୟସରେ ଛୋଟ ଥିଲା| ସମ୍ଭବତଃ ୧୨ ରୁ ୧୫ ବର୍ଷ ବୟସ୍କ ଥିଲେ|