Door43-Catalog_or_tn/ACT/23/16.md

796 B

ସେମାନଙ୍କ ଛକି ରହି ଅପେକ୍ଷାରେ ଥିଲେ

ଲୋକମାନେ, ଯେଉଁମାନେ ପାଉଲଙ୍କୁ ବଧ କରିବାକୁ ପ୍ରତିଜ୍ଞା କରିଥିଲେ, ସେମାନେ ଲୁଚିରହି ତାହାଙ୍କୁ ଆକ୍ରମଣ କରିବା ନିମନ୍ତେ ପ୍ରସ୍ତୁତ ଥିଲେ|

ତାଙ୍କୁ କହିବା ନିମନ୍ତେ ଆମର କିଛି ଅଛି

ସହସ୍ରସେନାପତିଙ୍କୁ ଜଣାଇବା ନିମନ୍ତେ ଏହି ଯୁବା ଲୋକର କିଛି ଅଛି|

ଗଡ଼

ଦେଖନ୍ତୁ ଏହା ପଦ ୨୧:୩୪ ରେ ଆପଣ କିପରି ଅନୁବାଦ କରିଥିଲେ|