Door43-Catalog_or_tn/ACT/23/09.md

1.6 KiB

“କେଜାଣି କୌଣସି ଆତ୍ମା କିମ୍ବା କୌଣସି ଦୂତ ତାହା ସାଙ୍ଗରେ କଥାକହିଅଛନ୍ତି?”

ଫାରୁଶୀମାନେ ଶାସ୍ତ୍ରୀମାନଙ୍କୁ ଦୃଢ଼ଭାବରେ ଭର୍ତ୍ସନା କରୁଛନ୍ତି ଯେ ଆତ୍ମା ଓ ଦୂତମାନେ ନାହାନ୍ତି ଓ ଲୋକମାନଙ୍କୁ କଥା କହିପାରନ୍ତି ନାହିଁ| ବିକଳ୍ପ ଅନୁବାଦ ହେଲା: “ହୋଇପାରେ ଆତ୍ମା କିମ୍ବା ଦୂତ ତାହା ସାଙ୍ଗରେ କଥାକହିଅଛନ୍ତି|” (ଦେଖନ୍ତୁ: ପରିକଳ୍ପିତ ପରିସ୍ଥିତି)

କାଳେ ପାଉଲ ସେମାନଙ୍କ ଦ୍ୱାରା ଖଣ୍ଡବିଖଣ୍ଡ ହୁଅନ୍ତି

“ସେମାନେ ତାହାଙ୍କୁ ବହୁତ ଶାରୀରିକ କ୍ଷତି କରିପାରନ୍ତି”

ତାହାଙ୍କୁ ବଳପୂର୍ବକ ଘେନିଗଲେ

“ପାଉଲଙ୍କୁ ଘେନିଯିବା ନିମନ୍ତେ ଶାରୀରିକ ବଳ ପ୍ରୟୋଗ କଲେ”

ଗଡ଼ ଭିତରକୁ

ଏହା ସୈନ୍ୟସାମନ୍ତମାନଙ୍କ ବଳ ଓ ମହତ୍ୱର ଗଡ଼ ଅଟେ, ଯେଉଁଠାରେ ସୈନ୍ୟମାନଙ୍କ ଘର ବା ସେନା ନିବାସ ଅନ୍ତର୍ଭୁକ୍ତ ଅଟେ| (ୟୁଡିବୀ)| ଦେଖନ୍ତୁ ଆପଣ ଏହା କିପରି ୨୧:୩୪ ରେ ଅନୁବାଦ କଲେ|