Door43-Catalog_or_tn/ACT/23/06.md

888 B
Raw Permalink Blame History

ମୁଁ ବିଚାରିତ ହେଉଅଛି

“ତୁମ୍ଭେମାନେ ମୋର ବିଚାର କରୁଅଛ”

ସଭାରେ ଦଳଭେଦ ହେଲା

“ସଭାର ସଦସ୍ୟମାନେ ଅସମ୍ମତ ହେଲେ”

ପୁନରୁତ୍‌ଥାନ ନାହିଁ, ଦୂତ ନାହିଁ, ଆଉ ଆତ୍ମା ନାହିଁ

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) ସେମାନେ ପୁନରୁତ୍‌ଥାନରେ, ଦୂତମାନଙ୍କୁ କିମ୍ବା ଆତ୍ମାକୁ ବିଶ୍ୱାସ କରୁ ନ ଥିଲେ କିମ୍ବା ) ଈଶ୍ୱର ଲୋକମାନଙ୍କୁ ମୃତମାନଙ୍କ ମଧ୍ୟରୁ ପୁନରୁତ୍‌ଥାନ କରିବେ ନାହିଁଦୂତ ରୂପେ ଅବା ଆତ୍ମା ରୂପେ|