Door43-Catalog_or_tn/ACT/23/04.md

1.2 KiB
Raw Permalink Blame History

ତୁ କି ଈଶ୍ୱରଙ୍କ ମହାଯାଜକଙ୍କୁ ନିନ୍ଦା କରୁଅଛୁ

ପାଉଲ ଯାହା କହିଲେ ସେହି କାରଣରୁ ଲୋକମାନେ ତାହାଙ୍କୁ ଗାଳିଦେଲେ| ବିକଳ୍ପ ଅନୁବାଦ: “ଈଶ୍ୱରଙ୍କ ମହାଯାଜକଙ୍କୁ ନିନ୍ଦା କର ନାହିଁ!” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ଭ୍ରାତୃବୁନ୍ଦ, ସେ ମହାଯାଜକ ବୋଲି ମୁଁ ଜାଣି ନ ଥିଲି

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ପାଉଲ ଜାଣି ନ ଥିଲେ କାରଣ ଏକ ମହାଯାଜକ ଏପରି କରିବା ଉଚିତ୍ ନୁହେଁ” କିମ୍ବା ) “ପାଉଲ ଅନେକ ଦିନ ପର୍ଯ୍ୟନ୍ତ ଯିରୁଶାଲମରୁ ଦୂରରେ ଥିଲେ ତେଣୁ ନୂତନ ମହାଯାଜକ ନିଯୁକ୍ତ ହୋଇଥିଲେ ତାହା ସେ ଜାଣି ନ ଥିଲେ|” (ଦେଖନ୍ତୁ: ବ୍ୟଙ୍ଗୋକ୍ତି)