Door43-Catalog_or_tn/ACT/23/01.md

1.1 KiB

ମହା ଯାଜକ ହାନାନ

(ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)

ଶୁକ୍ଲୀକୃତ ପ୍ରାଚୀର

ପ୍ରାଚୀରରେ ଧଳା ରଙ୍ଗରେ ରଞ୍ଜିତ କରିବା ଯେପରି ଏହା ପରିଷ୍କାର ଦେଖାଯିବ| ଯେପରି ଏକ ପ୍ରାଚୀରକୁ ରଞ୍ଜିତ କଲେ ଭଲ ଦେଖାଯାଏ, ସେହିପରି ଏକ ବ୍ୟକ୍ତି ନୈତିକ ଭାବରେ ଭଲ ଦେଖାଯାଇପାରେ କିନ୍ତୁ ଅନ୍ତରରେ ମନ୍ଦତାରେ ପରିପୂର୍ଣ୍ଣ ଥାଏ| (ଦେଖନ୍ତୁ: ଉଦାହରଣ)

ମୋତେ ଆଘାତ କରିବା ପାଇଁ ଆଜ୍ଞା ଦେଉଅଛ

“ମୋତେ ଆଘାତ କରିବା ପାଇଁ ଲୋକମାନଙ୍କୁ ଆଦେଶ ଦେଉଅଛ” କିମ୍ବା “ମୋତେ ପ୍ରହାର କରିବା ପାଇଁ ଏହି ଲୋକମାନଙ୍କୁ ଆଦେଶ ଦେଉଅଛ”