Door43-Catalog_or_tn/ACT/22/27.md

834 B

ତାହାଙ୍କୁ କହିଲେ

“ପିତରଙ୍କୁ କହିଲେ”

ମୁଁ ଏହି ନାଗରିକ ପଦ ପ୍ରାପ୍ତ ହୋଇଅଛି

“ମୁଁ ଏହି ନାଗରିକ ପଦ ହସ୍ତଗତ କଲି” କିମ୍ବା “ମୁଁ ନାଗରିକ ହେଲି”

“ମୁଁ ଜନ୍ମରେ ରୋମୀୟ”

“ମୁଁ ରୋମୀ ନାଗରିକ ପରିବାରରେ ଜନ୍ମ ହେଲି ତେଣୁ ସ୍ବାଭାବିକ ଭାବରେ ରୋମୀ ନାଗରିକ|”

ଯେଉଁ ଲୋକମାନେ ଉଦ୍ୟତ ଥିଲେ

“ଯେଉଁ ଲୋକମାନେ ଯୋଜନା କରିଥିଲେ” କିମ୍ବା “ଯେଉଁ ଲୋକମାନେ ପ୍ରସ୍ତୁତ କରିଥିଲେ”