Door43-Catalog_or_tn/ACT/22/25.md

1.5 KiB

କୋରଡ଼ା

ଏଗୁଡ଼ିକ ଚମଡ଼ା ବା ପଶୁର ଚମଡ଼ାର ସରୁ ଲମ୍ବା ଦଉଡ଼ି|

“ଜଣେ ରୋମୀୟ ପ୍ରଜାର ବିଚାର ନ କରି ତାକୁ କୋରଡ଼ା ମାରିବା ଆପଣମାନଙ୍କ ପକ୍ଷରେ କି ଆଇନ୍‌ସଙ୍ଗତ?”

ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ ଯାହା ପାଉଲଙ୍କୁ କୋରଡ଼ା ପ୍ରହାର କରିବା ବିଷୟରେ ଶତସେନାପତି ଆପଣାକୁ ପ୍ରଶ୍ନ କରିବା ନିମନ୍ତେ ବ୍ୟବହାର କରାଯାଇଛି| ବିକଳ୍ପ ଅନୁବାଦ: “ଜଣେ ରୋମୀୟ ପ୍ରଜାର ବିଚାର ନ କରି ତାକୁ କୋରଡ଼ା ମାରିବା ଆପଣମାନଙ୍କ ପକ୍ଷରେ ଆଇନ୍‌ସଙ୍ଗତ ନୁହେଁ!” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

“ଆପଣ କ'ଣ କରିବାକୁ ଯାଉଅଛନ୍ତି?”

ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ ଯାହା, ଯଦି ସେ ପାଉଲଙ୍କୁ କୋରଡ଼ା ପ୍ରହାର କରିଥା'ନ୍ତେ ସେହି ବିଷୟରେ ସହସ୍ରସେନାପତି ଚିନ୍ତା କରିବା ନିମନ୍ତେ ବ୍ୟବହାର କରାଯାଇଛି| “ଆପଣ ଏପିରି କରିବା ଉଚିତ୍ ନୁହେଁ!”