Door43-Catalog_or_tn/ACT/22/22.md

636 B

ଏପରି ଲୋକଟାକୁ ପୃଥିବିରୁ ଦୂର କର

“ତାହାକୁ ବଧ କର”

ପାଉଲଙ୍କୁ ଆଣିବା ପାଇଁ ଆଜ୍ଞା ଦେଲେ

“ପାଉଲଙ୍କୁ ଆଣିବା ନିମନ୍ତେ ଆପଣା ସୈନ୍ୟମାନଙ୍କୁ ଆଦେଶ ଦେଲେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଗଡ଼

ଦେଖନ୍ତୁ କିପରି ପଦ ୨୧:୩୪ ରେ ଅନୁବାଦ କରାଗଲା|

ସେ ନିଜେ

“ସହସ୍ରସେନାପତି ନିଜେ”