Door43-Catalog_or_tn/ACT/22/19.md

1.2 KiB

ପାଉଲ କହିଆସୁଅଛନ୍ତି|

ଏହା ସେମାନେ ନିଜେ ଜାଣନ୍ତି

ଯିରୁଶାଲମରେ ଥିବା ଅବିଶ୍ୱାସୀ ଯିହୁଦୀମାନେ|

ସେମାନଙ୍କୁ ପ୍ରହାର କରୁଥିଲି

“ସେମାନଙ୍କୁ କରଡା ପ୍ରହାର ଦ୍ୱାରା ଦଣ୍ଡ ଦେବା ନିମନ୍ତେ ବନ୍ଦୋବସ୍ତ କରୁଥିଲି”

ପ୍ରତ୍ୟେକ ସମାଜଗୃହରେ

ଯିରୁଶାଲମ ଚତୁର୍ଦିଗରେ ଥିବା ଯେକୌଣସି ସମାଜଗୃହରେ ଯେକୌଣସି ଯିହୁଦୀ ବିଶ୍ୱାସୀ ଯୋଗ ଦେଉଥିଲେ ସେମାନଙ୍କୁ ପାଉଲ ଧରୁଥିଲେ|

ସ୍ତିଫାନଙ୍କ ରକ୍ତ...ରକ୍ତପାତ ହୋଇଥିଲା

ନୃଶଂସ ଭାବରେ ଜଣେ ବ୍ୟକ୍ତିକୁ ସେମାନଙ୍କ ମୃତ୍ୟୁ ପର୍ଯ୍ୟନ୍ତ ପ୍ରହାର କରିବାର ଏହା ଏକ ବକ୍ତବ୍ୟ ଅଟେ| (ଦେଖନ୍ତୁ: ରୂଢ଼୍ୟୋକ୍ତି)