Door43-Catalog_or_tn/ACT/22/17.md

778 B

ପାଉଲ କହିଆସୁଅଛନ୍ତି|

ମୁଁ ମୂର୍ଚ୍ଛିତ ହୋଇ ଦର୍ଶନ କଲି

“ମୋ' ପ୍ରତି ଏକ ଦର୍ଶନ ପ୍ରକାଶିତ ହେଲା” କିମ୍ବା “ଈଶ୍ୱର ଲୋକମାନଙ୍କୁ ଏକ ଦର୍ଶନ ଦେଲେ”

ମୁଁ ତାହାଙ୍କୁ ଦର୍ଶନ କଲି,ସେ ମୋତେ କହିଲେ

“ମୁଁ ଯୀଶୁଙ୍କୁ ଦେଖିଲେ ଯେପରି ସେ ମୋତେ କହୁଥିଲେ”

ସେମାନେ ଗ୍ରହଣ କରିବେ ନାହିଁ

ଯେଉଁମାନେ ଯିରୁଶାଲମରେ ବାସ କରନ୍ତି ସେମାନେ ଗ୍ରହଣ କରିବେ ନାହିଁ”