Door43-Catalog_or_tn/ACT/22/14.md

1.4 KiB

ପାଉଲ କହିଆସୁଅଛନ୍ତି|

ପୁଣି ସେ କହିଲେ

“ପୁଣି ହନନିୟ କହିଲେ”

ତାହାଙ୍କ ଇଛା

“ଈଶ୍ୱର ଯାହା ଯୋଜନା କରିଅଛନ୍ତି ଓ ତାହା ଘଟିବ”

ତୁମ୍ଭେ କାହିଁକି ଅପେକ୍ଷା କରୁଅଛ?

ବିକଳ୍ପ ଅନୁବାଦ: “ଅପେକ୍ଷା କର ନାହିଁ!” କିମ୍ବା “ବିଳମ୍ବ କର ନାହିଁ!” (ୟୁଡିବୀ)| ଏହା ପାଉଲ ବାପ୍ତିଜିତ ହେବା ନିମନ୍ତେ ଉତ୍ସାହିତ କରିବାକୁ ଏକ ପ୍ରଭାବିତ ପ୍ରଶ୍ନ ଅଟେ| (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ଆପଣା ପାପ ସବୁ ଧୋଇପକାଅ

ଯେପରି ଜଣଙ୍କ ଶରୀର ଧୋଇଲେ ମଇଳା ଦୂର ହୁଏ, ସେହିପରି କ୍ଷମାପ୍ରାପ୍ତି ନିମନ୍ତେ ଯୀଶୁଙ୍କ ନାମ ଡାକିବା ଦ୍ୱାରା ଜଣଙ୍କ ଅନ୍ତରସ୍ଥ ପାପଠାରୁ ଶୁଚି ହୋଇଥାଏ| “ଆପଣା ପାପସବୁର କ୍ଷମାପ୍ରାପ୍ତି ନିମନ୍ତେ ପ୍ରାର୍ଥନା କର|” (ଦେଖନ୍ତୁ: ଉଦାହରଣ)