Door43-Catalog_or_tn/ACT/22/12.md

902 B

ଦୁର୍ଗର ସୋପାନ ଉପରୁ ଯିହୁଦୀ ଲୋକସମୂହକୁ ପାଉଲ କହିଆସୁଅଛନ୍ତି|

ବ୍ୟବସ୍ଥା ଅନୁସାରେ ଜଣେ ଭକ୍ତ ଲୋକ

ହନନିୟ ଈଶ୍ୱରଙ୍କ ବ୍ୟବସ୍ଥା ପାଳନ କରିବା ବିଷୟରେ ଅତି ଗମ୍ଭୀର ଥିଲେ|

ସୁଖ୍ୟାତିସମ୍ପନ୍ନ

“ଅନ୍ୟମାନଙ୍କ ମଧ୍ୟରେ ଭଲ ସୁଖ୍ୟାତି ଥିଲେ”

ସେହି ମୁହୂର୍ତ୍ତରେ

“ତତ୍‌କ୍ଷଣାତ୍” କିମ୍ବା “ଅବିଳମ୍ବେ|” ଏହା ଏକ ରୂଢ଼୍ୟୋକ୍ତି ଅଟେ ଯାହାର ଅର୍ଥ କିଛି ବିଷୟ ଅତିଶିଘ୍ର ଘଟିବା| (ଦେଖନ୍ତୁ: ରୂଢ଼୍ୟୋକ୍ତି)