Door43-Catalog_or_tn/ACT/22/03.md

3.2 KiB
Raw Permalink Blame History

ପାଉଲ ଲୋକମାନଙ୍କୁ କହିଆସୁଅଛନ୍ତି|

ଏହି ନଗରରେ ଗମଲୀୟେଲଙ୍କ ଚରଣ ତଳେ ବସି ଶିକ୍ଷା ପାଇଅଛି

“ଏଠାରେ ଯିରୁଶାଲମରେ ରାବ୍‌ବୀ ଗମଲୀୟେଲଙ୍କ ଛାତ୍ର ଥିଲି”

ଆମ୍ଭମାନଙ୍କ ପିତୃପୁରୁଷଙ୍କ ବ୍ୟବସ୍ଥାର ସୂକ୍ଷ୍ମ ନିୟମ ଅନୁସାରେ ଶିକ୍ଷା ପାଇଅଛି

“ଆମ୍ଭମାନଙ୍କ ପିତୃପୁରୁଷଙ୍କ ବ୍ୟବସ୍ଥାର ସୂକ୍ଷ୍ମ ନିୟମ ଅନୁସାରେ ସେମାନେ ମୋତେ ଶିକ୍ଷା ଦେଲେ” କିମ୍ବା “ଆମ୍ଭମାନଙ୍କ ପିତୃପୁରୁଷଙ୍କ ବ୍ୟବସ୍ଥାର ସଠିକ୍ ତଥ୍ୟଗୁଡ଼ିକର ନିର୍ଦ୍ଦେଶ ଯାହା ମୁଁ ପାଇଲି, ଅନୁସରଣ କଲି” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଈଶ୍ୱରଙ୍କ ପକ୍ଷରେ ମୁଁ ମଧ୍ୟ ସେହିପରି ଉଦ୍‌ଯୋଗୀ ଅଟେ

“ଈଶ୍ୱରଙ୍କ ଇଛା ଯାହା ମୁଁ ବିଶ୍ୱାସ କରେ ସେହି କାର୍ଯ୍ୟ କରିବାକୁ ମୋହର ଦୃଢ଼ ଇଛା ଅଛି” କିମ୍ବା “ଈଶ୍ୱରଙ୍କ ନିମନ୍ତେ ମୋହର ସେବାକାର୍ଯ୍ୟ ବିଷୟରେ ମୁଁ ଅତି ଆବେଗ ଅଟେ”

ଆପଣମାନେ ସମସ୍ତେ ଆଜି ଯେପରି ଅଟନ୍ତି

“ଆଜି ଆପଣମାନେ ଯେପରି ଅଟନ୍ତି ସେହି ପ୍ରକାରେ” କିମ୍ବା “ଆଜି ଆପଣମାନେ ଯେପରି ଅଟନ୍ତି|” ପାଉଲ ଆପଣାକୁ ଲୋକସମୂହ ସହିତ ତୁଳନା କରୁଛନ୍ତି|

ଏହି ମାର୍ଗର

“ଏହି ମାର୍ଗର” ଏହି ନାମ ପେଣ୍ଟିକଷ୍ଟ ପରେ ଯିରୁଶାଲମସ୍ଥ ବିଶ୍ୱାସୀମାନଙ୍କ ସ୍ଥାନୀୟ ଦଳକୁ ଦିଆଯାଇଥିଲା| (ଦେଖନ୍ତୁ ପ୍ରେରିତ ପଦ ୯:)

ମୃତ୍ୟୁ ପର୍ଯ୍ୟନ୍ତ

ପାଉଲ ସେମାନଙ୍କୁ ବଧ କରିବାକୁ ଇଛା କରୁଥିଲେ ଯେଉଁ ଲୋକମାନେ ଏହି ମାର୍ଗ ଅନୁସରଣ କରୁଥିଲେ|

ସାକ୍ଷୀ

“ସାକ୍ଷ୍ୟ ଦିଅନ୍ତି” କିମ୍ବା “ପ୍ରମାଣ ଦିଅନ୍ତି”

ସେମାନଙ୍କ ଠାରୁ ମୁଁ ପତ୍ର ଗ୍ରହଣ କଲି

“ପ୍ରଧାନ ଯାଜକ ଓ ପ୍ରାଚୀନମାନଙ୍କ ଠାରୁ ମୁଁ ପତ୍ର ଗ୍ରହଣ କଲି”

ମୁଁ ପୁନର୍ବାର ବାନ୍ଧି ଆଣିବା ନିମନ୍ତେ

“ସେମାନେ ମୋତେ ଆଦେଶ ଦେଲେ ପୁନର୍ବାର ଶୃଙ୍ଖଳରେ ବାନ୍ଧି ଆଣିବା ନିମନ୍ତେ”