Door43-Catalog_or_tn/ACT/22/01.md

979 B

ପାଉଲ ଲୋକମାନଙ୍କୁ କହୁଅଛନ୍ତି|

ଭ୍ରାତୃ ଓ ପିତୃବୃନ୍ଦ

ପାଉଲଙ୍କ ବୟସର ଓ ବୃଦ୍ଧ ଲୋକମାନଙ୍କୁ ଭଦ୍ରତାରେ ସମ୍ବୋଧନ କରିବାର ଏହା ଏକ ଶୈଳୀ ଅଟେ|

ମୋହର ଆତ୍ମପକ୍ଷସମର୍ଥନ କଥା ଶ୍ରବଣ କରନ୍ତୁ

“ଦୟାକରି ମୋହର ଆତ୍ମପକ୍ଷସମର୍ଥନ କଥା ଶ୍ରବଣ କରନ୍ତୁ”

ମୁଁ ବର୍ତ୍ତମାନ ଆପଣମାନଙ୍କ ନିକଟରେ କହୁଅଛି

“ମୁଁ ବର୍ତ୍ତମାନ ଆପଣମାନଙ୍କ ନିକଟରେ ଉପସ୍ଥାପନ କରୁଅଛି” (ଦେଖନ୍ତୁ: ଆପଣମାନଙ୍କ ପ୍ରକାର)

ଏବ୍ରୀ ଭାଷାରେ

“ସେମାନଙ୍କ ଏବ୍ରୀ ଭାଷାରେ”