Door43-Catalog_or_tn/ACT/21/37.md

2.7 KiB

ପାଉଲଙ୍କୁ ଘେନିଯିବା ନିମନ୍ତେ ଉଦ୍ୟତ ହେବା ସମୟରେ

“ସୈନ୍ୟମାନେ ପାଉଲଙ୍କୁ ଘେନିଯିବା ନିମନ୍ତେ ଉଦ୍ୟତ ହେବା ସମୟରେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ) କିମ୍ବା “ଯେତେବେଳେ ସୈନ୍ୟମାନେ ପାଉଲଙ୍କୁ ଆଣିବା ନିମନ୍ତେ ପ୍ରସ୍ତୁତ ଥିଲେ”

ଗଡ଼

ଦେଖନ୍ତୁ ଆପଣ ପଦ ୨୧:୩୪ ରେ ଏହା କିପରି ଅନୁବାଦ କଲେ|

ସହସ୍ର ସେନାପତି

ସୈନ୍ୟସାମନ୍ତ ଅଧିକାରୀ ବା ପ୍ରାୟ ୬୦୦ ସୈନ୍ୟମାନଙ୍କ ନେତା|

“ତୁମ୍ଭେ କି ଗ୍ରୀକ୍ ଭାଷା କହି ଜାଣ? ତେବେ ତୁମ୍ଭେ କି ସେହି ମିସରୀୟ ନୁହଁ, ଯେଉଁ ମିସରୀୟ ଲୋକ ଏଥିପୂର୍ବେ ବିଦ୍ରୋହ ଲଗାଇ ଚାରିହଜାର ଡକାଇତମାନଙ୍କୁ ପ୍ରାନ୍ତରକୁ ଘେନିଯାଇଥିଲା?”

ସହସ୍ର ସେନାପତି ଆପଣା ଆଶ୍ଚର୍ଯ୍ୟ ପ୍ରକାଶ କରିବା ନିମନ୍ତେ ଏହି ପ୍ରଶ୍ନକୁ ବ୍ୟବହାର କରନ୍ତି| ପାଉଲ ସେ ନୁହନ୍ତି ଯାହା ସେ ଭାବୁଥିଲେ| (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ତେବେ କ'ଣ ତୁମ୍ଭେ ମିସରୀୟ ନୁହଁ

ପାଉଲଙ୍କ ସାକ୍ଷାତର କିଛି କ୍ଷଣ ପୂର୍ବରୁ, ମିସର ଠାରୁ ଏକ ନାମ ନ ଥିବା ବ୍ୟକ୍ତି ଥିଲେ ଯିଏ ଯିରୁଶାଲମରେ ରୋମ ବିରୁଦ୍ଧରେ ବିଦ୍ରୋହ କରିଥିଲେ| ପରେ ସେ ପଳାୟନ କରିଥିଲେ “ପ୍ରାନ୍ତରରେ”, ଆଉ ସହସ୍ର ସେନାପତି ଆଶ୍ଚର୍ଯ୍ୟ ହେଉଥିଲେ ଯଦି ପାଉଲ ସେହି ବ୍ୟକ୍ତି ହୋଇଥାଇପାରନ୍ତି|

ଚାରିହଜାର ଡକାଇତମାନଙ୍କୁ

“୪୦୦୦ ଲୋକ ଯେଉଁମାନେ ସେମାନଙ୍କ ସହିତ ସହମ୍ମତ ନ ଥିଲେ ସେମାନଙ୍କର କ୍ଷତି କରୁଥିଲେ ଓ ସେମାନଙ୍କୁ ହତ୍ୟା କରୁଥିଲେ” (ଦେଖନ୍ତୁ: ଅନୁବାଦ ସଂଖ୍ୟାଗୁଡ଼ିକ)