Door43-Catalog_or_tn/ACT/21/34.md

1.1 KiB

ସହସ୍ର ସେନାପତି

ସୈନ୍ୟସାମନ୍ତ ଅଧିକାରୀ ବା ପ୍ରାୟ ୬୦୦ ସୈନ୍ୟମାନଙ୍କ ନେତା|

ଗଡ଼ ଭିତରକୁ

ଗଡ଼ ହେଉଛି ସୈନ୍ୟସାମନ୍ତମାନଙ୍କ ଦ୍ୱାରା ବ୍ୟବହୃତ ପ୍ରବଳ ଭାବରେ ସୁରକ୍ଷିତ ରଖିବା ଗୃହ|

ଯେତେବେଳେ ସେ ସୋପାନ ଉପରକୁ ଆସିଲେ, ତାଙ୍କୁ ବହି ନେଇଯିବାକୁ ପଡ଼ିଲା” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ) ସୈନ୍ୟମାନେ ପାଉଲଙ୍କ ଶରୀରକୁ ଉଠାଇଲେ ଓ ସୋପାନ ଉପରକୁ ନେଇଗଲେ|

ତାହାଙ୍କୁ ବଧ କର

“ତାହାଙ୍କୁ ମୃତ୍ୟୁ ଦିଅ|” ଲୋକସମୂହ ଭଦ୍ର ଭାଷା ବ୍ୟବହାର କରୁଛନ୍ତି ପାଉଲଙ୍କ ମୃତ୍ୟୁ ନିମନ୍ତେ ନିବେଦନ କରିବାକୁ| (ଦେଖନ୍ତୁ: ରୁଢ଼୍ୟୋକ୍ତି)