Door43-Catalog_or_tn/ACT/21/30.md

1.6 KiB

ନଗର ଯାକ ଚହଳ ପଡିଗଲା

“ପାଉଲଙ୍କ ଉପରେ ନଗରର ଅନେକ ଲୋକ କ୍ରୋଧିତ ହେଲେ” (ଦେଖନ୍ତୁ: ଉଦାହରଣ ଓ ଲାକ୍ଷଣିକ ଶବ୍ଦ)

ସେହିକ୍ଷଣି ଦ୍ୱାରସବୁ ବନ୍ଦ କରାଗଲା

ଲୋକସମୂହ ପାଉଲଙ୍କୁ ଧରି ବାହାରକୁ ଟାଣି ଆଣିଲା ଉତ୍ତାରେ ପରିଚାରକମାନେ ଅତିଶୀଘ୍ର ମନ୍ଦିରର ଦ୍ୱାରସବୁ ବନ୍ଦ କଲେ| “ଯିହୁଦୀମାନେ ଅତିଶିଘ୍ର ମନ୍ଦିର ଦ୍ୱାରସବୁ ବନ୍ଦ କଲେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ସହସ୍ରସେନାପତି

ସୈନ୍ୟସାମନ୍ତ ଅଧିକାରୀ ବା ପ୍ରାୟ ୬୦୦ ସୈନ୍ୟମାନଙ୍କ ନେତା|

ସମୁଦାୟ ଯିରୁଶାଲମ ଗଣ୍ଡଗୋଳରେ ପରିପୂର୍ଣ୍ଣ ହେଲା

“ଯିରୁଶାଲମସ୍ଥ ଅନେକ ଲୋକମାନେ ଗଣ୍ଡଗୋଳରେ ପରିପୂର୍ଣ୍ଣ କଲେ” ଏକ ବଡ଼ ଲୋକସମୂହ ଏହି ଘଟଣା ଦ୍ୱାରା ଦୁଃଖିତ ଥିଲେ, ଏହା ଜୋର୍ ଦେବା ନିମନ୍ତେ ବାହୁଲ୍ୟଭାବେ ବର୍ଣ୍ଣନା କରାଯାଇଛି| (ଦେଖନ୍ତୁ: ଉଦାହରଣ ଓ ଲାକ୍ଷଣିକ ଶବ୍ଦ)